ଓଡିଶା
-
ଛତ୍ରପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିରଙ୍ଗା ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ
ଛତ୍ରପୁର ୧୨/୦୮: ଆଜି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତ୍ରିରଙ୍ଗା ରଙ୍ଗୋଲି ଏବଂ ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ, ଗଞ୍ଜାମ ଆନୁକୂଲ୍ୟରେ ଏକ ଚିତ୍ରକଳା ପ୍ରତିଯୋଗିତା ମନୋଜ୍ଞ…
Read More » -
ଆସ୍କାରେ ବାଇକ୍ ଚୋର ଗିରୋହ ଫାଶ: ୩ ଗିରଫ, ୫ଟି ଗାଡ଼ି ଜବତ
ଆସ୍କା ୧୧/୦୮: ଆସ୍କା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଗୋଟିଏ ଯାନ ଚୋରି ମାମଲାର ତଦନ୍ତ କରି ପୋଲିସ ଏକ ଅନ୍ତର୍ରାଜ୍ୟୀୟ ବାଇକ୍ ଚୋର ଗ୍ୟାଙ୍ଗର…
Read More » -
ସ୍ନାତକ ଛାତ୍ରଛାତ୍ରୀଙ୍କୁ ମିଳିଲା ଷ୍ଟାର୍ଟଅପ୍ ମନ୍ତ୍ର: ଆଞ୍ଚଳିକ ମହାବିଦ୍ୟାଳୟରେ ସ୍ୱତନ୍ତ୍ର କର୍ମଶାଳା
ବେଲଗୁଣ୍ଠା, ୧୧/୦୮,-କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା ଓ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗିରିଧର ନାୟକଙ୍କ…
Read More » -
କାହା ଛାତ୍ରଛାୟାରେ ଚାଲିଛି ଏହି ବେଆଇନ୍ ପାଥୋଲୋଜି? ୧୩ ବର୍ଷ ହେଲା ମେଡିକାଲ ଘର କବ୍ଜା
ବେଲଗୁଣ୍ଠା,୧୦/୦୮,–ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର -୧ ପରିସରରେ ଏକ ଘରକୁ ୨୦୧୩ ରୁ ଜଣେ ପାଥୋଲୋଜି ମାଲିକ ମାଡ଼ି ବସିଛନ୍ତି। ସେ ୨୦୧୩ ରେ…
Read More » -
ଋଷିକୁଲ୍ୟା ସୁରକ୍ଷା ଓ ଗୋପାଳ ସମିତିର ମହାଗର୍ଜନ
ଭଞ୍ଜନଗର ୧୧/୦୮:ଗଞ୍ଜାମ ଜିଲ୍ଲା ସୋରଡାରେ ସୂଚନା ଆଇନ ଅନୁସାରେ ସୋରଡା ତହସିଲ ଅଧୀନରେ ତିନିହଜାର ଉର୍ଦ୍ଵ ଗୋଚର ଭୂମି ଥାଇ ମଧ୍ୟ ଘୁମୁସରୀ ଗୋପାଳଙ୍କୁ ଗାଈଗୋରୁ:ଚାରଣ ଭୂମି…
Read More » -
ବାକି ଟଙ୍କା ମଗାକୁ କେନ୍ଦ୍ର କରି ଯୋଜନାବଧ ହତ୍ୟାକାଣ୍ଡ ଅଭିଯୋଗ
ଜଗତସିଂହପୁର ୧୦/୦୮:ଜଗତସିଂହପୁର ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ଓଳାଶ ଗ୍ରାମର ଭିକାରି ଦାସ ଙ୍କ ପୁଅ ଗୌରାଙ୍ଗ ଦାସ ଦୈନିକ କାମଦାମ କରି ପରିବାର ଗୁଜରାଣ…
Read More » -
କହିଲେ_ଭୁଲ_ହେଇଗଲା | ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ ନେଇ ଫସିଲେ କର୍ମଚାରୀ, ଗରିବ ମହିଳାଙ୍କ ସର୍ଜରୀ ପାଇଁ ନେଲେ ୪,୫୦୦ ଟଙ୍କା
ନୟାଗଡ ୧୦/୦୮: ନୟାଗଡ଼ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ନୟାଗଡ଼…
Read More » -
ସାଇବର ଠକେଇ ବିରୋଧରେ ଖୋର୍ଦ୍ଧା ପୋଲିସର ପଦକ୍ଷେପ ଶିକ୍ଷାନୁଷ୍ଠାନରେ ସଚେତନତା ଅଭିଯାନ; APK, OTP, ଫିସିଂ ଓ ଡିଜିଟାଲ୍ ଆରେଷ୍ଟ୍ ଠକେଇରୁ ସତର୍କ ରହିବାକୁ ପରାମର୍ଶ
ଖୋର୍ଦ୍ଧା, ୧୦/୦୮(ମହମ୍ମଦ ଫଜଲୁର ରହମାନ): ବଢ଼ୁଥିବା ସାଇବର ଅପରାଧକୁ ନେଇ ଖୋର୍ଦ୍ଧା ପୋଲିସ ପକ୍ଷରୁ ସଚେତନତା ଅଭିଯାନ ଜୋରଦାର କରାଯାଇଛି। ଓଡ଼ିଶା ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା…
Read More » -
ରକ୍ତଦାନ କ୍ଷେତ୍ରରେ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପୁରସ୍କୃତ
ବେଲଗୁଣ୍ଠା୧୦/୦୮:ଆଂଚଳିକ ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୨ ୟୁନିଟ୍ ରକ୍ତ ସଂଗ୍ରହକରି ବ୍ଲଡ଼ ପ୍ରଦାନ କରିଥିବାରୁ…
Read More » -
ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ ତିନି ପଞ୍ଚାୟତର ଶହ ଶହ ଏକର ଧାନଚାଷ ନଷ୍ଟ ଆଶଙ୍କା ;ଚିନ୍ତାରେ ଚାଷୀ, ତୁରନ୍ତ ଜଳ ନିଷ୍କାସନ ଦାବି
ବେଲଗୁଣ୍ଠା, ୧୦/୦୮: -(ଶିବରାମ ଚୌଧୁରୀ )-ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବେଲଗୁଣ୍ଠା ବ୍ଳକ୍…
Read More »