ଓଡିଶା

ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ବର୍ତ୍ତିଯାଇଛି.

ବିରେ ୧୧/୦୬ ଆଜି ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ବର୍ତ୍ତିଯାଇଛି. ପ୍ରାରମ୍ଭିକ ଖବର ଅନୁଯାୟୀ, ଭୁବନେଶ୍ବର ଝାରପଡ଼ା ଓଭରବ୍ରିଜ୍ ନିକଟରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ. ତେବେ ଟ୍ରେନର ଗତି ଅତ୍ୟନ୍ତ କମ୍ ଥିବାରୁ କୌଣସି ଧକ୍କା ହୋଇନାହିଁ ଏବଂ ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି. ପରବର୍ତ୍ତୀ ସମୟରେ, ପୂର୍ବତଟ ରେଳବାଇ (ECoR) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏକ ଟ୍ରେନିଂ ବଗି ଓଭରଲ୍ୟାପ୍ ହେବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା.

Related Articles

Leave a Reply

Your email address will not be published. Required fields are marked *

Back to top button