ଓଡିଶା

ପ୍ରେମ ସାଜିଲା କାଳ, ଜୀବନ ହାରିଲେ ପ୍ରେମିକ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ ୨୭ ବର୍ଷୀୟ ଯୁବକ ନିଜର ଜୀବନ ହାରିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଉଛନ୍ତି ତନରଡ଼ା  ମାଲାସାହି ର ସନ୍ତୋଷ ସ୍ୱାଇଁ ଙ୍କ ପୁଅ ଦିବାକର ସ୍ୱାଇଁ। ସୂଚନା ଅନୁଯାୟୀ, ନିଜ ପ୍ରେମିକା ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି…।

Related Articles

Leave a Reply

Your email address will not be published. Required fields are marked *

Back to top button