ଓଡିଶା

ସୋରଡ଼ା ରୁ ୩୮ଶହ ଲିଟର ପୋଚ, ୨୮୦ ଲିଟର ଦେଶୀ ମଦ ସହ ବାଇକ୍ ଜବତ, ଜଣେ ଗିରଫ ।

  1. ଗଞ୍ଜାମ ସୋରଡ଼ା ୨୫/୦୬ଜିଲ୍ଲା ବଡଗଡ ଥାନା ଅଧୀନରେ ଥିବା କଳାଖାଡି ଗ୍ରାମରେ ସୋରଡା ଅବକାରୀ ବିଭାଗ ଆତର୍କିତ ଭାବେ ଚଢାଉ କରିଥିଲେ । 3800 ଲିଟର ପୋଚ ନଷ୍ଟ କରାଯିବା ସହ 280 ଲିଟର ଦେଶି ମଦ ଓ ଗୋଟିଏ ବାଇକ ଜବତ ହୋଇଛି ଏହା ସହ ଜଣେ ଗିରଫ ହୋଇଛି । ଗିରଫ ଜଣକ ହେଲେ କଳାଖାଡି ଗ୍ରାମର ବିଦ୍ୟାଧର ସ୍ୱାଇଁ । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ସୋରଡା ଅବକାରୀ ବିଭାଗ ଏକ ଟିମ୍ ଗଠନ କରି କଳାଖାଡି ଗ୍ରାମରେ ଚଢ଼ାଉ କରିଥିଲା । ଗ୍ରାମର ପଛ ପଟେ ପ୍ରସ୍ତୁତ ହେଉଥିବା 3800 ଲିଟର ରନ୍ଧା ପୋଚ୍ ସହ 280 ଲିଟର ଦେଶୀ ମଦ କୁ ନଷ୍ଟ କରାଯିବା ସହ ଗ୍ରାମର ଜଣଙ୍କୁ ଗିରଫ କରାଯାଇଛି ଓ ଗୋଟିଏ ଗ୍ଲେମର୍ ବାଇକ୍ ଜବତ ହୋଇଛି ।

ସତ୍ୟକାନ୍ତ ପାତ୍ର ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

 

 

BYTE – ପଙ୍କଜ କହଁର (ASI, ଅବକାରୀ ବିଭାଗ)

Related Articles

Leave a Reply

Your email address will not be published. Required fields are marked *

Back to top button