ଓଡିଶା
କଟକ SCB ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆଜିଠୁ କଳା ବ୍ୟାଜ ପିନ୍ଧିବେ ଡାକ୍ତର

ଓଡିଶା ୦୧/୦୭ କଟକ SCB ମେଡିକାଲ କଲେଜରେ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆଜିଠୁ ଡାକ୍ତରମାନେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବେ।ଘଟଣାକୁ ନେଇ ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନ୍ୟାୟ ଦାବି ସହ ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି କରାଯାଉଛି।କଳା ବ୍ୟାଜ ପିନ୍ଧି ଡାକ୍ତରମାନେ ନିଜର ପ୍ରତିବାଦ ଜଣାଇବେ। ଏହି ଆନ୍ଦୋଳନ ଆଗକୁ କେଉଁ ରୂପ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ବିରେ ରିପୋର୍ଟ ଶ୍ରୀ ନ୍ୟୁଜ ଓଡ଼ିଆ — ଦ୍ରୁତ • ନିର୍ଭୀକ • ସତ୍ୟ



