ଓଡିଶା

ଗୋପାଳପୁର ରେ କିଆ ଫୁଲପାଈଁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ୍ଟ

  1. ଗଂଜାମ ୦୨/୦୭ ଗୋପାଳପୁର ନିର୍ବାଚନମଣ୍ଡଳୀ ଅଞ୍ଚଳ ରେ କିଆ ଫୁଲ ଚାଷ କୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ବର୍ତ୍ତମାନ ସେଇ କିଆ ଫୁଲ ଚାଷୀ ମାନଙ୍କ ମଧ୍ୟ ରେ ଅସନ୍ତୁଷ୍ଟ ଦେଖିବାକୁ ମିଳୁଛି ସ୍ଥାନୀୟ ଚାଷୀ ଙ୍କ କହିବା ଅନୁଯାୟୀ ଏହି ଅସନ୍ତୁଷ୍ଟ ର କାରଣ ବାହାର ରାଜ୍ୟ ରୁ ଆସିଥିବା ବ୍ୟବସାୟୀ ଓ ନିଜ ଅଞ୍ଚଳ ର କିଆ ଫୁଲ କମିଟି ଦୁଆର କୌଣସି କାରଣ ରୁ ଏହି ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଛି ଚାଷୀମାନଙ୍କୁ ଯୋଉମ।ଙ୍କ ନଜ ଜମି ନଥିବା କାରଣ ରୁ ସେ ଅନ୍ୟ ଜମୀ ଏକ ବର୍ଷ କୁ ଲିଜ୍ କୁ ରଖିଥାନ୍ତି ସେହି ଚାଷୀ ମାନଙ୍କ ର କହିବା କଥା ଯେ ବର୍ତମାନ ର ଏହୀ ଅସୁବିଧା ବିଷୟରେ ଆମୋକୁ କୌଣସି ସମାଧାନ ମିଳିନାହିଁ ତେଣୁ ରାଜ୍ୟ ସରକାର ଙ୍କୁ ଅନୁରୋଧ କରୀ ଜଣାଉଛୁ ଯେ ଏହାର ଅତିଶିଘ୍ର ଏହାର ସମାଧାନ କରାଯାଉ ବୋଲି ଆମେ ଗୋପାଳପୁର ନିର୍ବାଚନମଣ୍ଡଳୀ ବାସି ଙ୍କ ଅନୁରୋଧ କରି ଜଣାଉଛୁ

ଗୋପାଳପୁର ରୁ ମୂରଲୀ ଧର ବେହେରା ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button