ଓଡିଶା
ଶୀର୍ଷକ: ଗଞ୍ଜାମରେ ଭାଣିଜୀ ହତ୍ୟା ମାମଲା, ମାମୁଙ୍କୁ ଫାସୀ ଦଣ୍ଡ

ବ୍ରହ୍ମପୁର ୩୦/୦୬ ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଘଟିଥିବା ଏକ ଚର୍ଚ୍ଚିତ ଭାଣିଜୀ ହତ୍ୟା ମାମଲାରେ ଆସିଛି ବଡ଼ ରାୟ। ମାମଲାର ଶୁଣାଣି ପରେ ଅଦାଲତ ଅଭିଯୁକ୍ତ ମାମୁଙ୍କୁ ଫାସୀ ଦଣ୍ଡାଦେଶ ଦେଇଛନ୍ତି।ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଓ ଆକ୍ରୋଶ ସୃଷ୍ଟି ହୋଇଥିଲା। ପୋଲିସ ତଦନ୍ତ ପରେ ମାମଲା ଅଦାଲତକୁ ଯାଇଥିଲା। ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଦାଲତ ଏହି ରାୟ ଶୁଣାଇଛନ୍ତି।ଏହି ରାୟ ପରେ ପୀଡ଼ିତ ପରିବାରକୁ ନ୍ୟାୟ ମିଳିଥିବା କଥା କୁହାଯାଉଥିବା ବେଳେ, ଏଭଳି ଘଟଣା ସମାଜ ପାଇଁ ଏକ ଗଭୀର ଚିନ୍ତାର ବିଷୟ ହୋଇଛି।
ବିରୋ ରିପୋର୍ଟ ଶ୍ରୀ ନ୍ୟୁଜ ଓଡ଼ିଆ
( ଦ୍ରୁତ • ନିର୍ଭୀକ • ସତ୍ୟ)



