ଓଡିଶା

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ରେ ପୁଣି ବାଘ ର ଆତଙ୍କ

ଜଗନ୍ନାଥପ୍ରସାଦ ୨୧/୦୮: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ତରିକୁପା କ୍ଷେତମୁଣ୍ଡଳୀ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଦୁଇଟି ବାଘ ଛୁଅ। ଖେଳୁଥିବା ଦୃଶୟ ଏବେ ସାମ୍ନାକୁ ଅ।ସିଛି । ଜଗନ୍ନାଥପ୍ରସାଦ ବ୍ଲକର ଉପାଧ୍ୟକ୍ଷ ନିଳାଚଚଂଳ ଖିଲାର ନିଜ କାରରେ କ୍ଷତମୁଣ୍ଡଳୀ ଗ୍ରାମରୁ ଫେରୁଥିବା ବେଳେ ଏହି ଦୃଶ୍ୟ ଦେଖି ନିଜ ମୋବାଇଲରେ ରେ କଏଦ କରିଥିଲେ । ଏହା ପରେ ସେ ନିଜସ୍ଵ ସୋସିଅ।ଲ ମିଡିଅ। ପେଜରେ ପୋଷ୍ଟ କରିଥିବା ଜଣାପଡିଛି । ତେବେ ଦୁଇଟି ବାଘ ଛୁଅ। କଲରାପତରିଅ। ବୋଲି ଜଣାପଡିଛି । ଭିଡିଓ ଟି ଏବେ ଭାଇରାଲ ହେବାରେ ଲାଗିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button